ଦିନକ ପରେ ଆରମ୍ଭ ହେବ ପୁରୀ ମନ୍ଦିର ଉନ୍ନତି କାମ
ଭୁବନେଶ୍ୱର () ଆସନ୍ତା୨୯ତାରିଖଠାରୁ ଆରମ୍ଭ ହେବ ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିରର ଉନ୍ନତି କାମ । କରୋନା ମହାମାରୀ ଓ ତାଲାବନ୍ଦ ପାଇଁ ଗତ ୨ମାସ ଧରି ବନ୍ଦ ଥିଲା କାର୍ଯ୍ୟ । ସମୀକ୍ଷା ପରେ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ପୁରୀ…