ଅଡ଼ୁଆରେ ପୂର୍ବତନ ହକି ଅଧିନାୟକ
ପୂର୍ବତନ ଟିମ୍ ଇଣ୍ଡିଆର ହକି କ୍ୟାପ୍ଟେନ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ଖେଳାଳି ଏନ୍ ମୁକେଶ କୁମାର ଏବେ ଅଡ଼ୁଆରେ ପଡ଼ିଛନ୍ତି। ସେ ନକଲି ଜାତିଗତ ପ୍ରମାଣପାତ୍ର ଦେଇଥିବା ଅଭିଯୋଗ ହେବାରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି।
ସେ ବେଆଇନ ଭାବେ ସିକନ୍ଦରାବାଦ ତହସିଲଦାରଙ୍କ ଠାରୁ ଏସ୍ସି…
