Odia News Portal
Browsing Tag

quarantine-center

ବଢିଲା କ୍ବାରେଣ୍ଟାଇନ ଅବଧି

ଭୁବନେଶ୍ବର() ବଢିଲା କ୍ବାରେଣ୍ଟାଇନ ଅବଧି । ୨୮ ବଢିଲା କ୍ବାରେଣ୍ଟାଇନ ଅବଧି । ୨୧ଦିନ ସରକାରୀ କ୍ବାରେଣ୍ଟାଇନରେ ଓ ବାକି ୭ ଦିନ ହୋମ କ୍ବାରେଣ୍ଟାଇନରେ ରହିବାକୁ ହେବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଅନୁସାରେ, ଗତକାଲି କରୋନା ମୁକାବିଲା ପାଇଁ…

କ୍ୱାରେଣ୍ଟାଇନ ସେଣ୍ଟରରୁ ଚମ୍ପଟ ସୁରତ ଫେରନ୍ତା

ଗଞ୍ଜାମ()  ରାଜ୍ୟରେ କରୋନା ଆକ୍ରାନ୍ତ ବଢିଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାର କ୍ୱାରେଣ୍ଟାଇନ ସେଣ୍ଟରରୁ ଚମ୍ପଟ ମାରିଛନ୍ତି ସୁରତ ଫେରନ୍ତା । ୨ଟି ସ୍କୁଲରେ କ୍ୱାରେଣ୍ଟାଇନରେ ଥିବା ୧୫୦ରୁ ଅଧିକ ଜଣ ଚମ୍ପଟ ମାରିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୫୦ରୁ ଅଧିକ ଲୋକଙ୍କୁ କାବୁ କରିଛି…