କ୍ୱାରେଣ୍ଟିନ କେନ୍ଦ୍ର ପାଇଁ ଖାଦ୍ୟ ତାଲିକା ପ୍ରକାଶ
ଭୁବନେଶ୍ୱର() କରୋନା ସତର୍କତା ପାଇଁ ଦେଶ ଓ ରାଜ୍ୟ ଲକ ଡାଉନ ରହିଛି । ଏନେଇ ରାଜ୍ୟ ବାହାରେ ବହୁ ପ୍ରବାସୀ ଓଡ଼ିଆ ଫସି ରହିଛନ୍ତି । ସେମାନଙ୍କୁ ଓଡ଼ିଶା ଫେରେଇ ଆଣିବା ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି । ତାଙ୍କ ପାଇଁ ବସ୍ ଓ ଟ୍ରେନର ବ୍ୟବସ୍ଥା ମଧ୍ୟ ହୋଇଛି । କିନ୍ତୁ ଓଡ଼ିଶା ଆସିବା ପରେ…