ବିଦାୟ ନେଲା ମୌସୁମୀ
ଭୁବନେଶ୍ୱର() ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ସମ୍ପୂର୍ଣ୍ଣ ଭାବରେ ଓଡ଼ିଶାରୁ ବିଦାୟ ନେଇଛି । ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱର ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଦୁଇ ଦିନ ପୂର୍ବରୁ ୮ଟି ଜିଲ୍ଲାରୁ ମୌସୁମୀ ସମ୍ପୂର୍ଣ୍ଣ ବିଦାୟ ନେଇଥିବା ବେଳେ ୮ଟି ଜିଲ୍ଲାରେ ଆଂଶିକ ଭାବରେ…