Odia News Portal
Browsing Tag

radish benefits

ମୂଳା ଖାଇବାର ଉପକାରୀତା

ମୂଳା ଏକ ସାମାନ୍ୟ ପରିବା ଓ ଏହା ସହଜ ଓ ଶସ୍ତାରେ ମଧ୍ୟ ମିଳିଥାଏ । ହେଲେ ଏହା ନିୟମିତ ସେବନ କରିବା ଦ୍ୱାରା ଆନେକ ରୋଗ ଭଲ ହୋଇଥାଏ । କ୍ୟାନ୍ସର, ଡାଇବେଟିଜ ଓ ଉଚ୍ଚ ରକ୍ତ ଚାପ ପରି ରୋଗ ଏହା ଦ୍ୱାରା ଭଲ ହୋଇଥାଏ । ମୂଳା ସାଧାରଣତଃ ଶୀତ ଋତୁରେ ମିଳିଥାଏ । ପ୍ରଚୁର ପୋଷକତତ୍ୱ ରହିଥାଏ…