ରାହୁଲଙ୍କୁ ବେଲ
ପାଟନା() ନିର୍ବାଚନ ପ୍ରଚାର ବେଳେ ‘ସବୁ ମୋଦି ଚୋର’ ମନ୍ତବ୍ୟ ମାମଲାରେ ରାହୁଲଙ୍କୁ ଜାମିନ । ଆଜି କୋର୍ଟରେ ହାଜର ହୋଇ ପାଟନା ସ୍ୱତନ୍ତ୍ର ସିଜିଏମ କୋର୍ଟରେ ପକ୍ଷ ରଖିଥିଲେ ରାହୁଲ୍। ବିଚାରପତି ଜଷ୍ଟିସ୍ କୁମାର ଗୁଞ୍ଜନ ଏହାର ଶୁଣାଣି କରିଥିଲେ।ଏହାପରେ ରାହୁଲ ତାଙ୍କ ପ୍ରତିକ୍ରିୟାରେ…
