ମୋଦି ଦେଶର ଅର୍ଥନୈତିକ ଓ ସାମାଜିକବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛନ୍ତି: ରାହୁଲ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଲେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି। ମୋଦି ଦେଶକୁ ଧ୍ୱଂସ କରିଛନ୍ତି। ବିମୁଦ୍ରୀକରଣ ଓ ଜିଏସଟି ଦେଶର ମେରୁଦଣ୍ଡ ଭାଙ୍ଗିଛି। ଗତ ୫ ବର୍ଷରେ ଦେଶର ବହୁତ କ୍ଷତି ହୋଇଛି। ଦେଶର ଟଙ୍କା ଲୁଟ୍ ହେଉଛି। ଈଔଚ-ଈଔଊ ମଡେଲ ସମାନ ବୋଲି ରାହୁଲ କହିଛନ୍ତି।…