ଖୋର୍ଦ୍ଧା-ବଲାଙ୍ଗୀରକୁ ହଜାରେ କୋଟି
					ଭୁବନେଶ୍ୱର: ରେଳ ବଜେଟରେ ଓଡିଶାକୁ ମିଳିଲା ୬୯୯୫ କୋଟି । ରାଜ୍ୟ ସରକାର ଚଳିତବର୍ଷ ରେଳ ବଜେଟ ପାଇଁ  ୭୨୦୦ କୋଟି ଟଙ୍କା ମାଗିଥିବା ସମୟରେ ଓଡ଼ିଶାକୁ ମୋଟ ୬୯୯୫ କୋଟି ୫୮ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି ।ଗତବର୍ଷ ଅପେକ୍ଷା ଏହିବର୍ଷ ଓଡିଶାକୁ ୬୦ପ୍ରତିଶତ ଅଧିକା ଅନୁମୋଦନ ମିଳିଥିବା ସୂଚନା!-->…				
						
						
			