ଏଣିକି ଟ୍ରେନକୁ ପ୍ରବେଶ କରିବେ ନାହିଁ କିନ୍ନର
ଭୁବନେଶ୍ବର() ଏଣିକି ଷ୍ଟେସନ ହେଉ କିମ୍ବା ଟ୍ରେନ ପ୍ରବେଶ କରିବେ ନାହିଁ କିନ୍ନର। ଯାତ୍ରୀ ହିସାବରେ ଯାଇ ପାରିବେ କିନ୍ତୁ ଭିକ୍ଷାବୃତ୍ତି କରି ପାରିବେ ନାହିଁ। ଆଜି ରେଲୱେ କତ୍ତୃପକ୍ଷ, ଆରପିଏଫ ଓ ରେଳବାଇ ପୁଲିସ ଏକ ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ…