୬ ତାରିଖ ଯାଏଁ ଏହି ସବୁ ଜିଲ୍ଲାରେ ବର୍ଷା ଲାଗିରହିବ
ଭୁବନେଶ୍ୱର() ଆସନ୍ତା ୬ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ଲାଗିରହିବ। କୋହଲା ପାଗ ସାଙ୍ଗକୁ କେତେକ ସ୍ଥାନରେ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି। ଏନେଇ ଆଜି ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଲଗାତାର ୩ ଦିନ ଧରି ରାତିର ସର୍ବନିମ୍ନ…