୧୮ରୁ ବର୍ଷିବ
ଭୁବନେଶ୍ବର() ରାଜ୍ୟରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଦେଇଛି । ଆବଶ୍ୟକତା ଠାରୁ ଜୁନ୍ ମାସରେ ୩୧ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଜୁଲାଇ ୧ରୁ ୧୩ ତାରିଖ ମଧ୍ୟରେ ୩ ପ୍ରତିଶତ କମ୍ ବର୍ଷା ହୋଇଛି । ତେବେ ରାୟଗଡ଼ା, ସୁନ୍ଦରଗଡ଼…