କାହିଁକି ରାଜା କଲା ନିହାରୀକାର ହତ୍ୟା, କାରଣ ପଢନ୍ତୁ…
କଟକ() ପ୍ରେମିକ ରାଜା ହିଁ କରିଛି ନିହାରୀକାଙ୍କ ହତ୍ୟା । ନିହାରୀକାଙ୍କ ପ୍ରେମିକ କିଶୋର କୁମାର ଆଂଚଲ ଓରଫ ରାଜା ହିଁ ତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଜଗତସିଂହପୁର ଏସପି ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କରିବେ ରହସ୍ୟର ଉନ୍ମୋଚନ କରିଛନ୍ତି । ପ୍ରଥମେ ରାଜା ନିହାରୀକାଙ୍କୁ…