ରାଜମହଲ ଛକରେ ପୋଲିସ-ପବ୍ଲିକ ମୁହାଁମୁହିଁ,ଦେଖନ୍ତୁ ଭିଡିଓ …
ଭୁବନେଶ୍ବର() ରାଜମହଲ ଛକରେ ଉତ୍ତେଜନା ।ଫାଇନ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ଜନତା-ପୁଲିସ। ଲୋକମାନେ ପୁଲିସ ଆସିଥିବା ପିସିଆର ଭ୍ୟାନ୍ର କାଗଜପତ୍ର ଯାଞ୍ଚ କରିବାକୁ ଅଡ଼ି ବସିଛନ୍ତି । ପୋଲିସ ଭୁଲରେ ଫାଇନ୍ ଆଦାୟ କରୁଥିବା ନେଇ ଅଭିଯୋଗ କରିଛନ୍ତି ଲୋକେ । ସରକାରୀ ଗାଡ଼ିକୁ ଛାଡ଼ି…
