Odia News Portal
Browsing Tag

rajnath-singh-visit-odisha

ବିକାଶ ପାଇଁ ୫ ବର୍ଷ ସମୟ ମାଗିଲେ ଗୃହମନ୍ତ୍ରୀ

୫ ବର୍ଷ ସୁଯୋଗ ଦିଅ, ଓଡ଼ିଶାକୁ ୧ ନମ୍ବର କରିଦେବୁ । ଆଜି ଯାଜପୁର ବରୀରେ ବିଜେପି ପାଇଁ ପ୍ରଚାର କରି ଏହା କହିଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂହ । ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ କାହିଁକି ଆୟୁଷ୍ମନ ଯୋଜନାକୁ ରାଜ୍ୟ ସରକାର କାର୍ୟ୍ୟକାରୀ କରୁନାହଁନ୍ତି ବୋଲି ପ୍ରଶ୍ନ କରିଛନ୍ତି…