ରଜନୀକାନ୍ତ ସିଂ ହେବେ ଉପବାଚସ୍ପତି
ଭୁବନେଶ୍ବର () ଷୋଢଷ ବିଧାନସଭାର ଉପବାଚସ୍ପତି ହେବେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ । ଆଉ ସରକାରୀ ଉପମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ । ବିଜେଡି ପକ୍ଷରୁ ରଜନୀକାନ୍ତ ସିଂହଙ୍କୁ ଉପବାଚସ୍ପତି ପଦବୀ ପାଇଁ ମନୋନିତ କରାଯାଇଥିବା ବେଳେ…