କାଳିଆ ପାଇଁ ବୃଦ୍ଧ ହେଲା ଆକସ୍ମିକ ପାଣ୍ଠିର କର୍ପସ
ଭୁବନେଶ୍ୱର- ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ କାଳିଆ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥର ଆବଶ୍ୟକ ପଡ଼ୁଥିବାରୁ ଓଡ଼ିଶା ଆକସ୍ମିକ ପାଣ୍ଠିର କର୍ପସକୁ ୪୦୦ କୋଟିରୁ ୧୬୦୦ କୋଟି ଟଙ୍କାଙ୍କୁ ବୃଦ୍ଧି କରିବା ନିମନ୍ତେ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ…