ଜୁଲାଇ ୫ରେ ରାଜ୍ୟସଭା ଉପନିର୍ବାଚନ
ଭୁବନେଶ୍ୱର() ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶାର ୩ ଆସନରେ ପାଇଁ ବିଜ୍ଞପ୍ତି ପ୍ରକାଶ । ସେହିପରି ଗୁଜୁରାଟରେ ୨ଟି ଆସନ ଏବଂ ବିହାରର ଗୋଟଏ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଛି । ଅଚ୍ୟୁତ ସାମନ୍ତ, ପ୍ରତାପ ଦେବ, ସୌମ୍ୟ ପଟ୍ଟନାୟକ ଇସ୍ତଫା ଦେଲା ପରେ ଏହି…