୨୦ରୁ ରାଜ୍ୟସଭା ଅଧିବେଶନ
୨୦ରୁ ଆରମ୍ଭ ହେବ ରାଜ୍ୟସଭା ଅଧିବେଶନ । ଏହା ଜୁଲାଇ ୨୬ ତାରିଖ ଯାଏ ଚାଲିବ । ଏଥିପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମନ କରିଛନ୍ତି । ସେହିପରି ଆସନ୍ତା ୧୭ ତାରିଖରୁ ଲୋକସଭା ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦୁଇ ଦିନ ନବନିର୍ବାଚିତ ସାଂସଦମାନେ ଶପଥ ନେବେ । ଆସନ୍ତା ଜୁନ ୧୯ରେ ନୂଆ…