ପୁଣି ଭାଇରାଲ ହେଲା ରାକ୍ଷୀଙ୍କ ବାଥଟବ ଫଟୋ
ଲୁଚି ଛପି ମୁମ୍ବାଇର ଜେ ଡବ୍ଳୁ ମେରିୟଟ୍ ରେ ଜଣେ ଏନଆରଆଇଙ୍କୁ ବିବାହ କରିଛନ୍ତି ବିବାଦୀୟ କୁଇନ୍ ରାକ୍ଷୀ ସାୱନ୍ତ । ବ୍ରାଇଡାଲ ଫଟୋଶୁଟ୍ ପରେ ଏବେ ରାକ୍ଷୀଙ୍କର ବାଥଟବ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସିନ୍ଦୁର ଲଗାଇ ମଙ୍ଗଳସୂତ୍ର ଓ ଚୁଡି ପିନ୍ଧି ବାଥ୍ଟବ୍ରେ ପୋଜ୍ ଦେଇ…
