ରାମ ମନ୍ଦିର ପାଇଁ ମୁସଲିମ ନେତାଙ୍କ ୫୧ ହଜାର ଦାନ
ନୁଆଦିଲ୍ଲୀ() ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଗତ ଶନିବାର ଅଯୋଧ୍ୟା ମାମଲାର ରାୟ ଶୁଣାଇ ଥିଲେ । ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ। ଏଥିସହ ଅଯୋଧ୍ୟାର ଆଉ ଏକ ସ୍ଥାନରେ ୫ ଏକର ଜମିରେ ମସଜିଦ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ…
