ଆଜି ପବିତ୍ର ରାମ ନବମୀ, ଜାଣନ୍ତୁ ‘ରାମନାମ’ର ପରମ ଅର୍ଥ
ଭୁବନେଶ୍ବର: ଆଜି ପବିତ୍ର ରାମ ନବମୀ । ଚୈତ୍ରମାସ ଶୁକ୍ଳ ନବମୀ ତିଥି ଶ୍ରୀରାମଙ୍କର ଜନ୍ମ ଦିବସ ରୂପେ ସାରା ଭାରତର ହିନ୍ଦୁମାନଙ୍କ ଦ୍ୱାରା ନିଷ୍ଠାର ସହିତ ପାଳିତ ହୋଇ ଆସୁଅଛି । ଜନ୍ମାଷ୍ଟମୀ ଓ ହରିଜନ୍ମ ପରି ଏହା ଏକ ସର୍ବଭାରତୀୟ ହିନ୍ଦୁ ପର୍ବ; ତେଣୁ ଏହାର ପାଳନ ପରିସର କୌଣସି!-->…