ରୋଗମୁକ୍ତ ସମାଜ ଗଠନ କରିବା ଯଦି ଅପରାଧ ତେବେ ମୁଁ ନିଶ୍ଚୟ କରିବି
ହରିଦ୍ୱାର() ଯୋଗ ଗୁରୁ ବାବା ରାମଦେବ କୋରୋନିଲ୍ ନେଇ ବୁଧବାର ଗଣମାଧ୍ୟମ ଆଗରେ ପତଞ୍ଜଳିର ପକ୍ଷ ରଖିଛନ୍ତି । ସେ କହିଛନ୍ତି କି ତାଙ୍କ ବିରୁଦ୍ଧରେ ଅପପ୍ରଚାର କରାଯାଇଛି । କୋରୋନିଲ୍ ଉପରେ ଆଇନ୍ ଅନୁସାରେ ହିଁ କାମ କରାଯାଇଛି । ଆୟୁଷ ମନ୍ତ୍ରାଳୟ ତାଙ୍କ କାମକୁ ନେଇ ପ୍ରଶଂସା କରିଥିବା ସେ…