ହାଇଦର ଫେରାର ଘଟଣାରେ ୬ କର୍ମଚାରୀ ସସ୍ପେଣ୍ଡ
କଟକ: ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ ୬ଜଣ ପୋଲିସ କର୍ମଚାରୀଙ୍କ ସସ୍ପେଣ୍ଡ କଲେ ସମ୍ବଲପୁର ଏସ୍ପି । ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି । ଜଣେ ହାବିଲଦାର ଓ ୫ଜଣ କନେଷ୍ଟବଳଙ୍କୁ ସସ୍ପେଣ୍ଡ କରିଛନ୍ତି ସମ୍ବଲପୁର ଏସ୍ପି…