ପରଦାକୁ ଆସିବ ‘ପ୍ଲାଟଫର୍ମ ସିଙ୍ଗର୍ ରାନୁ ମଣ୍ଡଳ’
ମୁମ୍ବାଇ() ରାନୁ ମଣ୍ଡଳଙ୍କ ଉପରେ ତିଆରି ହେବ ବାୟୋପିକ ।ରାନୁଙ୍କ ଜୀବନ କାହାଣୀରେ ପ୍ରଭାବିତ ହୋଇ ଫିଲ୍ମ ନିର୍ମାତା ଋଷିକେଶ ମଣ୍ଡଳ ଏକ ବାୟୋପିକ୍ ତିଆରି କରିବାକୁ ଯୋଜନା କରୁଛନ୍ତି।ଏହି ଫିଲ୍ମରେ ରାନୁଙ୍କ ଭୂମିକାରେ ଅଭିନୟ କରିବା ପାଇଁ ସାଉଥ୍ର ଲୋକପ୍ରିୟ ଅଭିନେତ୍ରୀ ସୁଦିପ୍ତା…