ପପୁଲାର ହେବା ପରେ ସାମ୍ବାଦିକଙ୍କୁ ରାନୁଙ୍କ ଦୁର୍ବ୍ୟବହାର, ଦେଖନ୍ତୁ ଭିଡିଓ
ମୁମ୍ବାଇ () ଲତା ମଙ୍ଗେସ୍କରଙ୍କ ଗୀତ ଗାଇ ରାତାରାତି ଷ୍ଟାର ବନିଥିବା ରାନୁ ମଣ୍ଡଳ ତାଙ୍କର ବ୍ୟବହାରକୁ ନେଇ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ହେଉଛି। ରାନୁଙ୍କ ବ୍ୟବହାର ଦିନକୁ ଦିନ କଢ଼ା ହେବାକୁ ଲାଗିଛି।
ନିକଟରେ ତାଙ୍କ ପ୍ରଂଶସକଙ୍କୁ ଦୁର୍ବ୍ୟବହାର କରିଥିଲେ। କିଛି ଦିନ ତଳେ ରାନୁଙ୍କ…
