ମେକଅପ ପାଇଁ ଟ୍ରୋଲ ହେଲେ ରାନୁ ମଣ୍ଡଲ
ମୁମ୍ବାଇ() ଗୋଟିଏ ଭାଇରାଲ୍ ଭିଡିଓରେ ଚର୍ଚ୍ଚିତ ହୋଇ ସେ ବଲିଉଡ୍ ରେ ଗୀତ ଗାଇବାକୁ ସୁଯୋଗ ପାଇଥିଲେ ରାନୁ ମଣ୍ଡଲ । ବଲିଉଡ୍ ଗାୟକ ହିମେଶ୍ ରେସମିୟା ତାଙ୍କ କଳାକୁ ଚିହ୍ନି ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ ।
ପ୍ରଶଂସା ସାଉଁଟିବା ପରେ ରାନୁ ଏବେ କିଛି ଦିନ ହେବ ଟ୍ରୋଲ୍ର…
