Odia News Portal
Browsing Tag

Rape case buguda

ଛାତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ ଉଦ୍ୟମ

ବୁଗୁଡ଼ା : ବୁଗୁଡ଼ା ଥାନା ଅଞ୍ଚଳର ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ ଉଦ୍ୟମ କରିବାବେଳେ ଜଣେ ବିବାହିତ ଯୁବକ ଗିରଫ ହୋଇଥିବା ଜଣାଯାଇଛି। ସ୍କୁଲ୍ ପାଠପଢା ବନ୍ଦ ଥିବାରୁ ଛାତ୍ରୀ ଜଣକ ଘର କାମରେ ପରିବାରକୁ ସହଯୋଗ କରୁଥିଲେ। ସେ ନାବାଳିକା ହୋଇଥିବା ବେଳେ ଦଳିତ ଶ୍ରେଣୀରେ…