୬ ମାସରେ ୬୦୪ ନାବାଳିକାଙ୍କୁ ଦୁଷ୍କର୍ମ
ଭୁବନେଶ୍ୱର() ଚଳିତ ବର୍ଷର ପ୍ରଥମ ୬ ମାସରେ ପ୍ରାୟ ୬୦୪ ଜଣ ନାବାଳିକା ଦଷ୍କର୍ମର ଶିକାର ହୋଇଛନ୍ତି । ଆଜି ବିଧାନସଭାରେ ତଥ୍ୟ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ବିଦ୍ୟଶଙ୍କର ମିଶ୍ର । ନାବାଳିକା ଦୁଷ୍କର୍ମ ରୋକିବା ପାଇଁ କେନ୍ଦ୍ରଠୁ ରାଜ୍ୟ ପର୍ୟ୍ୟନ୍ତ କେତେ କଣ ଯୋଜନା ପ୍ରଣୟନ…