Odia News Portal
Browsing Tag

Rasifala

ଜାଣନ୍ତୁ କେଉଁ ରାଶିର ଝିଅଙ୍କୁ କେମିତିକା ବର ମିଳିବ

ଭୁବନେଶ୍ୱର: ଆଧୁନିକ ଯୁଗରେ ମଧ୍ୟ ଲୋକେ ଯାତକ ବିଚାର ଓ ରାଶି ଉପରେ ବିଶ୍ୱାସ କରନ୍ତି । ଏଣୁ ବିବାହ ପୂୁର୍ବରୁ ଯାତକ ମେଳନ କରାଯାଇଥାଏ । ତେବେ ଆଜି ଆମେ ଜଣଇବୁ କେଉଁ ରାଶିର ଝିଅଙ୍କୁ କେମିତିକା ବର ମିଳିବ । ମେଷ – ଏହି ରାଶିର ଝିଅଙ୍କୁ ସୁନ୍ଦର ଓ ଶିକ୍ଷିତ ଜୀବନ ସାଥି ମିଳିଥାଆନ୍ତି।…

ଆଜି ଆପଣଙ୍କ ରାଶି କ’ଣ କହୁଛି ଆସନ୍ତୁ ଜାଣିବା

ମେଷ: ଭାଗ୍ୟ ସହାୟକ ହେବ। ଉଚ୍ଚଅଧିକାରୀଙ୍କୁ ସମସ୍ୟା ଜଣାନ୍ତୁ, ସୁଫଳ ମିଳିବ। ବ୍ୟବସାୟରେ ଲାଭ। ବୃଷ: ଭଲ ଲୋକଙ୍କ ସହିତ ସାକ୍ଷାତ୍‌-ଆଲୋଚନା ହେବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ମିଥୁନ: ପ୍ରିୟ ବନ୍ଧୁଙ୍କ ସହିତ…

ଆଜି ଆପଣଙ୍କ ରାଶି କ’ଣ କହୁଛି ଆସନ୍ତୁ ଜାଣିବା…

ମେଷ : ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ: ଆଜି…