କନଷ୍ଟେବଳଙ୍କ ପରିବାରକୁ କୋଟିଏ
ନୂଆଦିଲ୍ଲୀ() ଦିଲ୍ଲୀ ହିଂସାରେ ମୃତ ହେଡ କନଷ୍ଟେବଳଙ୍କ ପରିବାରକୁ ସହାୟତା ରାଶି ଘୋଷଣା । ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ କେଜିୱାଲ । ସହିଦ କନଷ୍ଟେବଳ ରତନ ଲାଲଙ୍କ ପରିବାରକୁ ୧କୋଟି ସହାୟତା ରାଶି ମିଳିବା ସହ ପରିବାରର ଜଣଙ୍କୁ ଚାକିରି ମିଳିବ । ଘଟଣା ପଛରେ କୌଣସି ଦିଲ୍ଲୀ ଲୋକ…