ସବୁ ଚ୍ୟାନେଲକୁ ସିଧା ପ୍ରସାରଣ ଅନୁମତି
ପୁରୀ() ନିଷ୍ପତ୍ତି ବଦଳାଇଛି ଶ୍ରୀମନ୍ଦିର ପ୍ରଶାସନ।ପୁରୀ ରଥଯାତ୍ରାର ସିଧାପ୍ରସାରଣ ଅଧିକାର ପାଇଁ ବିଡିଂ ପ୍ରସଙ୍ଗରେ ଦ୍ୱନ୍ଦ୍ୱ ଦୂର ହୋଇଛି। ସମସ୍ତ ଚ୍ୟାନେଲକୁ ମିଳିବ ରଥଯାତ୍ରା ସିଧାପ୍ରସାରଣ ଅଧିକାର।ସମସ୍ତ ଟିଭି ଚ୍ୟାନେଲ ମହାପ୍ରଭୁଙ୍କ ଘୋଷଯାତ୍ରାର ଲାଇଭ କରିପାରିବେ ବୋଲି ଆଜି…