Odia News Portal
Browsing Tag

rathayatra

ରଥ ନିର୍ମାଣ ନେଇ କେନ୍ଦ୍ରର ଗ୍ରୀନ୍ ସିଗନାଲ୍

ପୁରୀରେ ରଥ ନିର୍ମାଣ ନେଇ ହଟିଲା ସସପେନ୍ସ । ରଥ ଖଳାରେ ସାମାଜିକ ଦୂରତ୍ୱ ରକ୍ଷା କରି ନିର୍ମାଣ ହୋଇ ପାରିବ ରଥ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲା ଗ୍ରୀନ୍ ସିଗନାଲ୍ । ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ଜଣାଇ ଦେଇଛନ୍ତି କେନ୍ଦ୍ର ସରକାର । ତେବେ ରଥଯାତ୍ରା ନିଷ୍ପତ୍ତି ହେବ କି ନାହିଁ…

ଶ୍ରୀମନ୍ଦିର ଭିତରେ ପ୍ରସ୍ତୁତ କରାଯିବ ୨ଟି ଜଳକୁଣ୍ଡ

ପୁରୀ() ଲକଡାଉନ କଟକଣା ପାଇଁ ଶ୍ରୀମନ୍ଦିର ଭିତରରେ ହିଁ ଅନୁଷ୍ଠିତ ହେବ ମହାବାହୁଙ୍କ ଚନ୍ଦନ ଯାତ୍ରା । ତେବେ ନରେନ୍ଦ୍ର ପୁଷ୍କରଣୀରେ ଯାହା ହେଉଥିଲା ତାହା ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ନୌକାବିହାର ପାଇଁ ୨ଟି ଜଳକୁଣ୍ଡ ପ୍ରସ୍ତୁତ କରାଯିବ । ଶ୍ରୀମନ୍ଦିର ଭିତରେ ୨୧ ଦିନ…

ମେ ୩ରେ ପରେ ରଥଯାତ୍ରା ନିଷ୍ପତ୍ତି

ଭୁବନେଶ୍ୱର() ରଥଯାତ୍ରା ଓ ଚନ୍ଦନଯାତ୍ରାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ଯେ ମନ୍ଦିର ବାହାରେ ପର୍ବ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇସାରିଛି । ସରକାରୀ ନିୟମକୁ ଶ୍ରୀମନ୍ଦିର…

ରଥଯାତ୍ରା ପାଇଁ ଅନୁମତି ନଦେବାକୁ ଆବେଦନ

ଭୁବନେଶ୍ୱର()ଆସନ୍ତା ୨୬ ତାରଖ ଅକ୍ଷିତୃତୀୟାରୁ ଆରମ୍ଭ ହେବ ପୁରୀରେ ରଥଯାତ୍ରାର ପ୍ରସ୍ତୁତି ପର୍ବ । ୫ ଜୁନ ଏହାର ଆଦ୍ୟ ପର୍ବ ସ୍ନାନ ପୂଣ୍ଣିମାରୁ ଆରମ୍ଭ ହୋଇ ୪ ଜୁଲାଇ ନିଳାଦ୍ରୀ ବିଜେରେ ଶେଷ ହେବ । ଏହି ଉତ୍ସବ କେବଳ ପୂରୀରେ ନୂହେଁ ବରଂ ରାଜ୍ୟ ସାରା ଆଯୋଜିତ ହେବ । କିନ୍ତୁ ଚଳିତ ଥର…

ଆଜି ପ୍ରସିଦ୍ଧ ଘୋଷଯାତ୍ରା, ଆରମ୍ଭ ହେଲା ଛେରା ପହଁରା

ପୁରୀ()   ଆଜି ମହାପ୍ରଭୁ ଶ୍ରୀଜଗନ୍ନାଙ୍କ ଘୋଷଯାତ୍ରା ।ତିନି ଠାକୁର ରଥାରୂଢ଼ ହୋଇଛନ୍ତି । ସମସ୍ତ ଅଲୌକିକତା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି । ଏଥିପାଇଁ ଆଜି ଚଳଚଞ୍ଚଳ ହୋଇ ଉଠିଛି ବଡ଼ଦାଣ୍ଡ । ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ…