ଖୋଲିବନି ରତ୍ନ ଭଣ୍ଡାର: ଆଇନ ମନ୍ତ୍ରୀ
ଭୁବନେଶ୍ୱର() ରତ୍ନଭଣ୍ଡାର ଖୋଲିବନି କି ଅଡିଟ ହେବନି ଏନେଇ ସ୍ପଷ୍ଟ କଲେ ଆଇନ ମନ୍ତ୍ରୀ ପ୍ରତାନ ଜେନା । ଆଜି ବିଧାନସଭାରେ ସୁରେଷ ରାଉତରୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି, ଏବେ ରତ୍ନଭଣ୍ଡାର ଖୋଲିବାର ପାଇଁ ପ୍ରସ୍ତାବ ନାହିଁ । ରତ୍ନଭଣ୍ଡାର ଶେଷ ଥର…