ସୈଫଙ୍କ ପତ୍ନୀଙ୍କ ସହ ସମ୍ପର୍କରେ ଥିଲେ ଇଣ୍ଡିଆ ଟିମର କୋଚ
୮୦ ଦଶକରେ ଅନେକ ଯୁବତୀ ଥିଲେ ଯେଉଁମାନେ ଆଜିର ଟିମ୍ ଇଣ୍ଡିଆ କ୍ରିକେଟ କୋଚ୍ ରବି ଶାସ୍ତ୍ରୀଙ୍କ ଲାଗି ପାଗଳ ହୋଇ ଉଠୁଥିଲେ। ହେଲେ ରବି ଶାସ୍ତ୍ରୀ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପ୍ରଥମ ପତ୍ନୀ ଅମୃତା ସିଂହଙ୍କ ପଛରେ ପାଗଳ ଥିଲେ ।
ରବି ଶାସ୍ତ୍ରୀ ଓ ଅମୃତା ସିଂହଙ୍କ ସମ୍ପର୍କ…
