ମନକୁ ଖୁସି ରଖିବା ପାଇଁ ପ୍ରତିଦିନ ଖାଆନ୍ତୁ ଲାଲ ଲଙ୍କା
ଖୁସି ରଖିବା ପାଇଁ ପ୍ରତିଦିନ ଖାଆନ୍ତୁ ଲାଲ୍ଲ ଲଙ୍କା । ଲାଲ୍ ଲଙ୍କାରେ କ୍ୟାପ୍ସେସିନ୍ ନାମକ ରାସାୟନିକ ପଦାର୍ଥ ରହିଥାଏ। ଏହା ସ୍ନାୟୁତନ୍ତ୍ରକୁ ସୁରକ୍ଷିତ ରଖିଥାଏ। ଏହା ମସ୍ତିଷ୍କରେ ଡୋରଫିନ୍ ହରମୋନ୍ କ୍ଷରଣକୁ ତ୍ୱରାନ୍ବିତ କରିଥାଏ। ଫଳରେ ମନରେ ଖୁସି ଜାତ ହୋଇ ମାନସିକ ଚାପ କମ୍ ହୋଇଥାଏ…
