ଆରପିଏଲ୍-୪ରେ ଆମ୍ରି ଓ ସିସିସି ବିଜୟୀ
ଭୁବନେଶ୍ୱର : ପ୍ରଗତିବାଦୀ ଓ ସୁପରହିଟ୍ସ ୯୩.୫ ରେଡ୍ ଏଫଏମ୍ ଆନୁ୍କୂଲ୍ୟରେ ଇନ୍ଦିରା ମୈଦାନରେ ଚାଲିଥିବା ରେଡ୍ ପ୍ରିମିଅର ଲିଗ୍ ସିଜନ-୪ର ଆଜି ଦ୍ୱିତୀୟ ଦିବସ ଖେଳରେ ଆମ୍ରି ଓ ସିସିସି ବିଜୟୀ ହୋଇଛି ।
ମ୍ୟାଚ ନମ୍ବର-୮ରେ ଆମ୍ରି ୩୨ ରନରେ ଡିଏସୱାଇଏସକୁ ପରାସ୍ତ କରିଛି । ଏହି ମ୍ୟାଚରେ!-->!-->!-->…