ରେଡ଼ ଜୋନରେ ସାମିଲ ହେଲା ରାଜ୍ୟର ଆଉ ଏକ ଜିଲ୍ଲା
ଅନୁଗୁଳ() ଆଜି ଅନୁଗୁଳ ଜିଲ୍ଲାକୁ ରେଡ ଜୋନରେ ଘୋଷଣା କରିଛନ୍ତି ଜିଲ୍ଲାପାଳ । ପ୍ରଥମଥର ପାଇଁ ଆଜି ୧୩ଟି କରୋନା ଆକ୍ରାନ୍ତ ଚିହ୍ନଟ ପରେ ରେଡ ଜୋନ୍ ଘୋଷଣା କରାଯାଇଛି । ଏହା ସହିତ ରାଜ୍ୟର ୫ଟି ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମ ରେଡ୍ ଜୋନରେ ରହିଛି । ଏହି କ୍ରମରେ କରୋନା ଆକ୍ରାନ୍ତ…