ପରଦାକୁ ଆସିଲା ‘ଟୋଟାଲ ଧମାଲ’
ଆଜି ଫ୍ରାଇଡେ ରିଲିଜ୍ରେ ହଲକୁ ଆସିଲା କମେଡି ମୁଭି ଟୋଟାଲ ଧମାଲ। ଫିଲ୍ମରେ ଅଭିନୟ କରିଛନ୍ତି ଅଜୟ ଦେବଗନ୍, ମାଧୁରୀ ଦିକ୍ଷୀତ, ଅନୀଲ କପୁର, ରିତେଶ ଦେଶମୁଖ, ଜାଭେଦ ଜାଫରୀ, ସଞ୍ଜୟ ମିଶ୍ରା, ଅର୍ସଦ ୱାରସୀ,ଇଶା ଗୁପ୍ତା ଓ ବୋମନ ଇରାନୀ । ୨୦୦୭ରେ ରିଲିଜ ହୋଇଥିବା ଇନ୍ଦ୍ର କୁମାରଙ୍କ…