ସଂଜିବ ଚୋପ୍ରାଙ୍କୁ ଗୃହ ବିଭାଗ ସଚିବ ଦାୟୀତ୍ୱ
ଭୁବନେଶ୍ୱର() ଆଜି ରାଜ୍ୟ ସରକାରଙ୍କ ଉଚ୍ଚ ପଦସ୍ତ ଆଇଏଏସ ଅଫିସର ମହଲରେ ପୁଣି କେତେକ ଅଦଳବଦଳ କରାଯାଇଛି । ସରକାରୀ ଚାକିରିରୁ ଅବସର ନେବା ପାଇଁ ଇସ୍ତଫା ଦେଇଥିବା ଗଗନ ଧଳଙ୍କୁ ଓଏଫଡିସିର ଅଧକ୍ଷ ଭାବେ ସରକାର ନିଯୁକ୍ତି ଦେଇଛନ୍ତି । କିନ୍ତୁ ସେ ତାଙ୍କ ପଦବିରେ ଯୋଗ ଦେବେ କି ନାହିଁ ତାହା…
