ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କ ପାଇଁ ମାର୍ଗଦର୍ଶିକା
ଦୁବାଇ, ଆମେରିକା ଓ ମାଲେସିଆରୁ ତିନୋଟି ବିମାନରେ ଫେରୁଛନ୍ତି ଭାରତୀୟ । ଫେରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ଓଡିଶା ଓ ପଡୋଶୀ ଜିଲ୍ଲାର । କରୋନା ମୁକାବିଲାରେ ପ୍ରଥମ ପର୍ଯ୍ୟାୟରେ ବିଦେଶ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାର ପଂଜିକରଣ ବାଧ୍ୟତାମୂଳକ କରିଥିଲେ । ଆଜିଠୁ ସେହିଭଳି…