ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଲା ଦୁର୍ବୃତ୍ତ
ତେଲେଙ୍ଗାନାରୁ ଆସିଲା ଅଭାବନୀୟ ଘଟଣା । ରଙ୍ଗାରେଡ୍ଡୀ ଜିଲ୍ଲା ଅବଦୁଲାପୁରମେଟା ତହସିଲ ଦାରଙ୍କୁ ଜିଅନ୍ତା ନିଆଁ ଲଗାଇ ହତ୍ୟା କରାଯାଇଛି । ଦକ୍ଷୀଣ ଭାରତ ରାଜ୍ୟ ତେଲେଙ୍ଗାନାରେ ଅପରାଧୀଙ୍କ ସାହସ ଏତେ ମାତ୍ରାରେ ବଢିଯାଇଛି କି, ପୋଲିସର ଡର କେଉଁ ଆଡେ ଚାଲିଯାଇଛି । ଗତ କିଛି ଦିନ ତଳେ ଜଣେ…
