ସୂଚନା କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ
ଭୁବନେଶ୍ୱର : ସୂଚନା କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହୁରା(୫୩) ଆତତାୟୀଙ୍କ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ଗାଡି ଉପରକୁ ବୋମା ମାଡ଼ କରାଯାଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଇମାମନଗର ଛକ ନିକଟରେ ଆଜି ଏକ କଳା ଓ ନାଲି ଦୁଇ ରଙ୍ଗ ଥିବା ପଲସରରେ ଆସି ଦୁଇ!-->…