Odia News Portal
Browsing Tag

Rishi Kapoor faces camera for the first time post cancer treatment

ପରଦାକୁ ଫେରିଲେ ଋଷି

ମୁମ୍ବାଇ()  ରୋଗର ଚିକିତ୍ସା କରାଇବା ପରେ ଗତ ମାସରେ ଭାରତ ଫେରିଥିଲେ ବଲିଉଡ୍ ଅଭିନେତା ଋଷି କପୁର । ଭାରତ ଫେରିବା ପରେ ଏବେ ସେ ତୁରନ୍ତ ନିଜର କାମ ଆରମ୍ଭ କରି ସାରିଥିବା ଜଣା ପଡ଼ିଛି । ଭାରତ ଫେରିବା ପରେ ସେ ନିଜର ଫଟୋସୁଟ୍ କରାଇଛନ୍ତି । ଯେଉଁଥିରେ ତାଙ୍କର ନୂଆ ଲୁକ୍ ସାମ୍ନାକୁ ଆସିଛି ।…