ରିଷି କାପୁରଙ୍କ ଭଉଣୀ ତଥା ଅମିତାଭ ବଚନଙ୍କର ସମଦୁଣୀଙ୍କର ଦେହାନ୍ତ
ମୁମ୍ବାଇ() ରିଷି କାପୁରଙ୍କ ଭଉଣୀ ରିତୁ ନନ୍ଦାଙ୍କର ଦେହାନ୍ତ ହୋଇଛି । ବିଗ୍ ବି ନିଜ ଟିଟ୍ୱରେ ତାଙ୍କ ସମଦୁଣୀଙ୍କର ଦେହାନ୍ତ ହୋଇଥିବା କଥା ଉଲ୍ଲେଖ କରିଛନ୍ତି । ସେ ଅମିତାଭ ବଚନଙ୍କର ଏକ ମାତ୍ର ଝିଅ ଶ୍ୱେତା ନନ୍ଦାଙ୍କର ଶାଶୁ । ତଥା ଅମିତାଭ ବଚନ୍ଙ୍କର ସମଦୁଣୀ । ରିତୁ ନନ୍ଦା ଉଦ୍ୟୋଗପତି…