ଲାଲୁଙ୍କୁ ଜାମିନ୍
ଲାଲୁ ପ୍ରସାଦ ଯାଦବଙ୍କୁ ଆଶ୍ୱସ୍ତି । ଆଇଆରସିଟିସି ଦୁର୍ନୀତି ମାମଲାରେ ମିଳିଲା ଅନ୍ତରୀଣ ଜାମିନ୍ । ପଟିଆଲା ହାଉସ୍ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଆସନ୍ତା ଜାନୁଆରୀ ୧୯ ତାରିଖ ପର୍ୟ୍ୟନ୍ତ ସେ ବେଲ୍ରେ ରହିବେ । ଏହା ଭିତରେ ସେ ଭିଡିଓ କନ୍ଫରେନ୍ସିଂ ଜରିଆରେ ହାଜର ହେବେ ।…