ଦିନ ଦ୍ଵିପ୍ରହରେ ଗୁଳି କରି ଲୁଟିନେଲେ ଟଙ୍କା
ବାଲେଶ୍ୱର: ଗୁଳି କରି ଲୁଟିନେଲେ ଟଙ୍କା । ବାଲେଶ୍ୱର ସଦର ଥାନା ଖାନ୍ନଗର ନିକଟରେ ଗୁଳିକାଣ୍ଡ ପରେ ଲୁଟ । ଏକ ଜେସିବି ସୋରୁମ୍ର ଆକ୍ଟାଉଣ୍ଟାଣ୍ଟଙ୍କ ନିକଟରେ ୩ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଛି । ପଲସର ଆସି ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।
ଖବର ଅନୁସାରେ, ଆଜି ଦିନ ପ୍ରାୟ!-->!-->!-->…