ରୋହିତଙ୍କ ରେକର୍ଡ
ଟିମ୍ ଇଣ୍ଡିଆର ସୀମିତ ଓଭର୍ ଓପନର ରୋହିତ ଶର୍ମା ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ୍ କୋହଲିଙ୍କ ଅନୁପସ୍ଥିତିରେ ଭାରତର ନେତୃତ୍ୱ ନେଉଛନ୍ତି। ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମଥର ପାଇଁ ନ୍ୟୁଜିଲ୍ୟାଣ୍ଡକୁ କୌଣସି ଟି-୨୦ ମ୍ୟାଚ୍ରେ ତା’ରି ମାଟିରେ ପରାସ୍ତ କରିବାକୁ ସକ୍ଷମ…
