ରୋହିତଙ୍କ ରେକର୍ଡ
ବିଶାଖାପାଟଣା() ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ରେ ଭାରତୀୟ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଶତକ ହାସଲ କରିଛନ୍ତି।
ରୋହିତ ମାତ୍ର ୧୦୭ଟି ବଲରେ ଶତକ ହାସଲ କରିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରରେ ୨୮ତମ ଶତକ। ଏହି ଶତକୀୟ ଇନିଂସରେ ରୋହିତ…