ପରଦାକୁ ଆସିଲା ‘ରୋମିଓ ଅକବରର ଟିଜର
ରିଲିଜ ହୋଇଛି ଅପକମିଙ୍ଗ ଫିଲ୍ମ ‘ରୋମିଓ ଅକବର ୱାଲଟର’ର ଟିଜର। ଗୋଟେ ମିନିଟ୍ ଓ ୨୩ ସେକେଣ୍ଡର ଏହି ଟିଜରରେ ଭରପୁର ରହସ୍ୟ ଓ ରୋମାଞ୍ଚ ଦେଖିବାକୁ ମିଳିଛି। ଟିଜରରେ ଭିନ୍ନ ଭିନ୍ନ ଲୁକରେ ନଜର ଆସୁଛନ୍ତି ଅଭିନେତା ଜନ୍ ଆବ୍ରାହିମ୍।
ଫିଲ୍ମରେ ଜଣେ ଜଇଡ ଏଜେଣ୍ଟ କ୍ୟାରେକ୍ଟର ପ୍ଲେ କରୁଛନ୍ତି…